ଭାରତୀୟ ସେବାରତ୍ନ ଆୱାର୍ଡ ୨୦୨୩ରେ ସମ୍ମାନିତ ହେଲେ ଟିଟନ ସାହୁ

ଦିଲ୍ଲୀରେ ଭାରତୀୟ ସେବାରତ୍ନ ଆୱାର୍ଡ ୨୦୨୩ରେ ସମ୍ମାନିତ ହେଲେ ଟିଟନ ସାହୁ ।

୪୫ ତମ ଫାଉଣ୍ଡେସନ ଅବସର ଦିବସରେ ନୁଆ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ମିଡ଼ିଆ ଫାଉଣ୍ଡେସନରେ ଲିଭ୍ ଲାଇଭ୍ ଓଡ଼ିଆର ମ୍ୟାନେଜିଂ ଡ଼ିରେକ୍ଟର ଟିଟନ ସାହୁ ।

ମିଡ଼ିଆ , କଳା, ସଂସ୍କୃତି ,ସାମାଜିକ କଲ୍ୟାଣ ଏବଂ ଭାରତୀୟ ସେବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯାଇଥାଏ ।

ଏହି ସମାରୋହରେ ଭାରତର ଉପରାଷ୍ଟ୍ରପତି , ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ,ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

Post Views23 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!