ଟ୍ବିଟରରେ ଟ୍ରେଣ୍ଡ କରୁଛି ‘ଶଙ୍ଖ ମୋ ଗର୍ବ’

ସର୍ବାଧିକ ଲୋକପ୍ରିୟ ସୋସିଆଲ ମେସେଜିଂ ପ୍ଲାଟଫର୍ମ ଟ୍ୱିଟରରେ ଟ୍ରେଣ୍ଡ ଲିଷ୍ଟରେ ବିଜେଡ଼ି ଦଳୀୟ ଚିହ୍ନ ଟ୍ବିଟରରେ ଟ୍ରେଣ୍ଡକରୁଛିଶଙ୍ଖ ମୋ ଗର୍ବ ସୋସିଆଲ ମିଡିଆରେ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକଙ୍କ ଏହି ପୋଷ୍ କାରଣୁ ଏବେ ଟ୍ରେଣ୍ଡରେ #ShankhaMoGarba

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଏହି ପରୀପ୍ରେକ୍ଷୀରେ ଏବେ ଠାରୁ ଦଳର ସାମାଜିକ ଗଣମାଧ୍ୟମରେ ଏକ ଅଭିନବ ପ୍ରଚାର ଆରମ୍ଭ ହେବା କଥା କହିଛନ୍ତି ରାଜନୀତି ପଣ୍ଡିତ ଦଳର ଅନେକ ନେତା, ମନ୍ତ୍ରୀ ଭିଡି଼ଓ ବାର୍ତ୍ତା ଜରିଆରେ ଏବେ ଶଙ୍ଖ ମୋ ଗର୍ବ ସ୍ଲୋଗାନକୁ ଅପଲୋଡ଼ କରିବାରେ ଲାଗିଛନ୍ତି।

ରାଜ୍ୟରେ ବିଗତ ୨୨ ବର୍ଷ ଧରି ନିରଙ୍କୁଶ ଭାବେ କ୍ଷମତାସୀନ ବିଜେଡି ଏକ ସର୍ବାଦୃତ ଓ ଓଡ଼ିଶା ଜନମାନସରେ ସର୍ବପ୍ରିୟ ଦଳ ଭାବେ ଉଭା ହୋଇଛି। ବିଜେଡି ସୁପ୍ରୋମି ନବୀନଙ୍କ ଲୋକପ୍ରିୟ ଯୋଜନା,  ରାଜ୍ୟରେ ସୁଶାସନ, ଜନକଲ୍ୟାଣ କାର୍ଯ୍ୟରେ ସର୍ବାଗ୍ରତା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଓ ଭିତ୍ତିଭୂମିର ସୁଦୃଢତା, ଜନକଲ୍ୟାଣ ଯୋଜନା, ଚାଷୀ, ଦଳିତ, ଗରିବ, ମହିଳା, କୃଷକଙ୍କ ଓ ଯୁବଗୋଷ୍ଠୀର କଲ୍ୟାଣ ସାଧନ ତାଙ୍କ ଶାସନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ସେ ଏହାର ମାର୍ଗଦର୍ଶକ ଏହାର ସଫଳତାର ମୂଳମନ୍ତ୍ର ସାଜିଛି।

Post Views28 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!