ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗ ରେ୨ ଅଧିକାରୀ ଗିରଫ

ଲୋକଙ୍କ ଜୀବନ ସହ ଖେଳୁଛନ୍ତି କିଛି ହାତଗଣତି ଅଧିକାରି । ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗର ୨ ଅଧିକାରୀ ଗିରଫ ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗ ।

ସାଲେପୁର ଘରୋଇ ହସ୍ପିଟାଲର ୨ଜଣ ଅଧିକାରୀଙ୍କୁ ଗିରଫ କଲା ମଧୁପାଟଣା ପୋଲିସ । ଘଟଣାରେ ସମ୍ପୃକ୍ତ ଜେମ କେୟାର ହସ୍ପିଟାଲ ମାଲିକ ଡାକ୍ତର ଚିନ୍ମୟ ସାହୁ ସମେତ ୩ଜଣ ଫେରାର ।

ଡାକ୍ତର ଚିନ୍ମୟ ସାଲେପୁର ଶୋଭା ନର୍ସିହୋମରେ କୁନି ପାତ୍ରଙ୍କ କାର୍ଡ ସ୍ୱାବ କରି ଜେମ କେୟାରରେ ଷ୍ଟୋନ ଅପରେସନ କରାଇଥିଲେ । ଡିସଚାର୍ଜ ପରେ ରୋଗୀ ଅସହ୍ୟ ଯନ୍ତ୍ରଣା ପାଇଁ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ।

୬ ମାର୍ଚ୍ଚ ରାତିରେ କୁନିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମଧୁପାଟଣା ଥାନାରେ ଏତଲା ହୋଇଥଲା ।

Post Views27 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!