ନେମାଳ ଅଚ୍ୟୁତାନନ୍ଦ ପୀଠ ପରିଦର୍ଶନ କଲେ 5-ଟି ସଚିବ

ଦୁଇ ଦିନିଆ କେନ୍ଦ୍ରାପଡ଼ା ଗସ୍ତସାରି ଫେରିବା ସମୟରେ ନେମାଳ ଅଚ୍ୟୁତାନନ୍ଦ ମହାପୁରଷଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ା ପରିଦର୍ଶନ କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ।

ସାଲେପୁର ନେମାଳ ଅଚ୍ୟୁତାନନ୍ଦ ପୀଠକୁ ଅଚାନକ ଗସ୍ତ କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ।

ମିଶନ ଶକ୍ତି ମହିଳାଙ୍କ ସହିତ କିଛି ସମୟ ଅଲୋଚନା କରିଥିଲ । । ମନ୍ଦିରର ଉନ୍ନତି ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ସେବାୟତଙ୍କ ସହ ଫାଇଭ-ଟି ସଚିବ ଆଲୋଚନା କରିଛନ୍ତି ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!