ବିଶ୍ବର ବଡ଼ ବଡ଼ ଧନୀଙ୍କ ସମ୍ପତ୍ତିରେ ହ୍ରାସ ଘଟୁଥିବା ବେଳେ ଭାରତୀୟ ଧନୀମାନଙ୍କ ସମ୍ପତ୍ତିରେ ବୃଦ୍ଧି ଘଟୁଛି। ଗତ ୨୪ ଘଣ୍ଟା ଭିତରେ ବିଶ୍ବର ତିନି ପ୍ରମୁଖ ଧନୀ ବର୍ନାର୍ଡ ଆର୍ନଲ୍ଟ, ଜେଫ୍ ବେଜୋସ୍ ଓ ୱାରେନ୍ ବଫେଙ୍କ ସମ୍ପତ୍ତି ହ୍ରାସ ପାଇଛି। ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ୧,୬୩,୯୦୯ କୋଟି ଟଙ୍କା ପାଇଛି। ବିଶ୍ବର ଏକ ନମ୍ବର ଧନୀ ନର୍ବାର୍ଡ ଆର୍ନଲ୍ଟଙ୍କ ସମ୍ପତ୍ତି ୯୨ ହଜାର କୋଟି ଟଙ୍କା କମିଛି। ଟେସ୍ଲାର ମୁଖ୍ୟ ଏଲନ୍ ମସ୍କଙ୍କ ସମ୍ପତ୍ତି ୧୮,୩୫୦ କୋଟି ଟଙ୍କା କମିଛି। ୱାରେନ୍ ବଫେଙ୍କ ସମ୍ପତ୍ତିରେ ୧୮,୧୦୨ କୋଟି ଟଙ୍କା ହାସ ଘଟିଛି। ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ସମ୍ପତ୍ତି ୮,୨୬୬ କୋଟି ଟଙ୍କା କମିଛି।
Related Posts
କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କୁ ଦେଲେ ବଡ଼ ଉପହାର
ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ…
ଡାଏରୀ ଖୋଲିଦେଲା ସୌମ୍ୟଙ୍କ ଗୁମର
ଜିଆର୍ପି କନ୍ଷ୍ଟେବଲ୍ ସୌମ୍ୟରଂଜନ ସ୍ୱାଇଁ ଭିଡ଼ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚ୍ ହାତରେ ଏକ ଡାଏରୀ ଲାଗିଛି । ଉକ୍ତ ଡାଏରୀଟି ସୌମ୍ୟଙ୍କର…
ରୋଚକ ମହାରାଷ୍ଟ୍ର ରାଜନୀତି, ଉଦ୍ଧବଙ୍କ ‘ସାମନା’ରେ ଫଡନାଭିସଙ୍କ ପ୍ରଶଂସା,
ମହାରାଷ୍ଟ୍ର ରାଜନୀତିରେ ଯାହା ସବୁ ଘଟିପାରେ ତାହା ସମସ୍ତେ ଦେଖିଛନ୍ତି । ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ରାଜନୀତି କଡ ଲଉଟାଇଥାଏ।…

