ମୋନିଦୀପା ସର୍ଖେଲଙ୍କୁ ବିଜେଡିର ନୂଆ ଦାୟିତ୍ୱ

ପାରାଦୀପର ପାଇଁ ପାର୍ଥୀ ଘୋଷଣା ହୋଇନଥିବା ବେଳେ ସେଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେବା ପରେ ପାରାଦୀପର ରାଜନୀତିରେ ଉଷ୍ମତା ସୃଷ୍ଟି ହୋଇଛି । ସେପଟେ ବିଜେଡି ବାପିଙ୍କ ପତ୍ନୀଙ୍କୁ ନୂଆ ଦାୟିତ୍ୱ ମିଳିଛି।

ମୋନିଦୀପା ସର୍ଖେଲଙ୍କୁ ବିଜେଡିର ନୂଆ ଦାୟିତ୍ୱ । ବିଜୁ ଶ୍ରମିକ ସାମ୍ମୁଖ୍ୟର ହେଲେ କାର୍ଯ୍ୟକାରୀ ସଭାପତି । କିଛିଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ମୋନିଦୀପା । ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ ।

ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇବା ପରେ ବିଜେଡିରେ ସାମିଲ ହୋଇଥିଲେ ବାପିଙ୍କ ପତ୍ନୀ । ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ଯୋଗ ଦେଇଛନ୍ତି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!