ଆଜି ଆସିବ ମୁଖ୍ୟମନ୍ତ୍ରୀଙ୍କ ନାଁ !

ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ, ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ହଟିବ ସସ୍‌ପେନ୍ସ୍‌ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରେ ବିଜେପି । ସେହିପରି ଶପଥ ଗ୍ରହଣ ଉତ୍ସବ ପାଇଁ ଚାଲିଛି ଶେଷ ପର୍ଯ୍ୟାୟ । ଗୋଟିଏ ପଟେ ଭୁମି ପୂଜନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଙ୍କ ଗସ୍ତକୁ ନେଇ ସୁରକ୍ଷା ଯାଞ୍ଚ କରୁଛି ଏସପିଜି ଟିମ୍ ।

ରାଜନାଥ ସିଂ ଏବଂ ଭୁପେନ୍ଦ୍ର ୟାଦଭଙ୍କ ତତ୍ୱାବଧାନରେ ବସିଥିବା ଟିମ୍ ମଧ୍ୟ ପ୍ରସ୍ତୁତି କରିଛି ରିପୋର୍ଟ । କିଛିଦିନ ପୂର୍ବରୁ ଗିରିଶ ମୂର୍ମୁ ଙ୍କ ନା ସୋସିଆଲ ମିଡିଆରେ ବୁଲୁଥିବା ବେଳେ, ବାରମ୍ବାର ଦିଲ୍ଲୀ ଗସ୍ତକରି ଏବେ ଚର୍ଚ୍ଚା ରେ ଅଛନ୍ତି ସୁରେଶ ପୂଜାରୀ । ସେହିପରି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଶ୍ଚନ୍ଦନ ମଧ୍ୟ ରାଷ୍ଟ୍ରପତି ଙ୍କୁ ଭେଟିଛନ୍ତି ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!