ଶପଥପାଠ ଦିନ ବିଏମସି ଅଧୀନରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ ଅଧାଦିନ ଛୁଟି ଘୋଷଣା

ଜୁନ୍୧୨ ହାଲ୍ଫଡେ ଛୁଟି, ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଏଭଳି ଘୋଷଣା କରିଛି ରାଜସ୍ବ ବିଭାଗ ।

ଜୁନ୍୧୨ରେ ଶପଥ ନେବେ ରାଜ୍ୟର ନୂଆଁ ମୁଖ୍ୟମନ୍ତ୍ରୀ, ଭବ୍ୟ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ଚଲାଇଛି ବିଜେପି । ଅନ୍ୟପଟେ ଜୁନ୍ ୧୨ ଶପଥ ଗ୍ରହଣ ଉତ୍ସବ ପାଇଁ ଅଧାଦିନ ଛୁଟି ଘୋଷଣା କରିଛନ୍ତି ରାଜସ୍ୱ ବିଭାଗ । ବିଏମସି ଅଧିନରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ କୁ ଛୁଟି ଘୋଷଣା କରାଯାଇଛି । ଅପରାହ୍ନ ୧ ଟାରୁ ସମସ୍ତ ସରକାରୀ ଅନୁଷ୍ଠାନ ଏବଂ ଅଫିସ୍ ଛୁଟି ରହିବ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!