ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା

ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା । ଆସିକା ଥାନାରେ ଏତଲା ଦେଇଛନ୍ତି ଏନ୍‌ଏସି ଇଓ ସମୀର ଜେନା। ରିଲିଫ୍ ବଣ୍ଟନକୁ ନେଇ ବିଧାୟକ ଓ ଇଓଙ୍କ ମଧ୍ୟରେ ବିବାଦ ହୋଇଥିବା ସୂଚନା ମିଳିଛି ।

ଏହି ବିବାଦ ପରେ ଇଓ ଥାନାର ଦ୍ୱାରସ୍ଥ ହୋଇ ବିଧାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଆସିକା ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।

ତେବେ ଏତଲାରେ କେଉଁ କେଉଁ ଅଭିଯୋଗ ଉଲ୍ଲେଖ ରହିଛି ଏବଂ ପୁଲିସ ଏହାକୁ ନେଇ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!