ଟାଟା ଏଆଇଏ ଏନ୍‌ଏଫ୍ଓ ଶୁଭାରମ୍ଭ

ଟାଟା ଏଆଇଏ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍ ଓ ଟାଟା ଏଆଇଏ ଡାଇନାମିକ୍ ଆଡଭାଣ୍ଟେଜ୍ ଫଣ୍ଡ୍ର ଏନ୍ଏଫ୍ଓ ଶୁଭାରମ୍ଭ କରାଯାଇଛି।

ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍ର ପାଣ୍ଠିକୁ ନିରନ୍ତରତାକୁ କିମ୍ବା ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ୍ (ଇଏସ୍ଜି)କୁ ଗ୍ରହଣ କରିଥିବା କମ୍ପାନୀଗୁଡ଼ିକରେ ନିବେଶ କରି ଦୀର୍ଘମିଆଦୀ ସମ୍ପତ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଟାଟା ଏଆଇଏ ଡାଇନାମିକ୍ ଆଡଭାଣ୍ଟେଜ୍ ଫଣ୍ଡ୍ରେ ବଜାର ଅସ୍ଥିରତା ଭଳି ସ୍ଥିତି ସତ୍ତ୍ୱେ ଦ୍ରୁତ ଓ ଉତ୍କୃଷ୍ଟ ରିଟର୍ନ ପ୍ରଦାନ କରିବାକୁ ଉଦ୍ୟମ କରାଯିବ। ଫଣ୍ଡ୍କୁ ଅତି ଚତୁରତାର ସହ ବଜାର ସ୍ଥିତିକୁ ନଜରରେ ରଖି ଡେବଟ୍ ଓ ଇକ୍ୱିଟି ମଧ୍ୟରେ ଆବଣ୍ଟନ କରାଯିବ।

ଫର୍ଚୁନ୍ ପ୍ରୋ, ୱେଲ୍ଥ ପ୍ରୋ, ଫର୍ଚୁନ ମାକ୍ସିମା ଓ ୱେଲ୍ଥ ମାକ୍ସିମା ଭଳି ଟାଟା ଏଆଇଏର ୟୁଲିପ୍ ଜରିଆରେ ଏହି ଦୁଇ ଏନ୍ଏଫ୍ଓରେ ନିବେଶ କରାଯାଇପାରିବ।

Post Views97 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!