କ୍ରିକେଟ ମ୍ୟାଚ ବେଳେ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ ଚୌଦ୍ବାର ମହିଷାଲଣ୍ଡାରେ କ୍ରିକେଟ ମ୍ୟାଚ୍ ବେଳେ ଗଣ୍ଡଗୋଳ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣକୁ ପୋଲିସ ଗିରଫ କରିଛି । ଗିରଫ ଚାରିଜଣ ଯୁବକ ଚୌଦ୍ବାର ବରହମପୁର ଗାଁର ।

ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି । ହତ୍ୟା ପଛରେ କୌଣସି ପ୍ରକାର ପୂର୍ବଶତ୍ରୁତା ଥିବାର ସୂଚନା ଏ ପର୍ଯ୍ୟନ୍ତ ମିଳିନି ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି । ହଠାତ ରାଗର ବଶବର୍ତ୍ତୀ ହୋଇ ଯୁବକମାନେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି ।

ତେବେ ମୁଖ୍ୟ ଅଭିଯୁକ୍ତ ସ୍ମୃତି ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!