ଜାନୁଆରୀ ଶେଷରେ ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରାଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଖୋଷଣା କରିଛନ୍ତି। ଏଯାବତ୍ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି। ୩୧ ହଜାର ଅପ୍ଟ ଆଉଟ ହୋଇଥିଲେ, ୧୭ ହଜାର ମିଶିଲେ।

ବାକି ୧୪ ହଜାର ମହିଳା ଅପ୍ଟ ଇନ ନ କରିପାରନ୍ତି।ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ୨ ଲକ୍ଷରୁ ଊଦ୍ଧର୍ବ KYC ଅପ୍ଡେଟ କରିନାହାନ୍ତି।

ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ KYC ଅପ୍ଡେଟ କରିବାକୁ ସେ କହିଛନ୍ତି।ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ KYC ଅପଡେଟ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ର ପରିଡ଼ା କହିଛନ୍ତି।

Post Views32 Total Count

Apply Now


This will close in 0 seconds

error: Content is protected !!