ଚନ୍ଦ୍ର ଗ୍ରହଣ ସମ୍ବନ୍ଧୀୟ କିଛି ପୌରାଣିକ କଥା

-ଅନେକ ଦଶନ୍ଧି ଧରି, ଲୋକଙ୍କ ମଧ୍ୟରେ ଚନ୍ଦ୍ରଗ୍ରହଣ ବିଷୟରେ ଅନେକ ପ୍ରକାରର ଭୟ ରହିଆସିଛି । ଏହି କାରଣରୁ, ଲୋକମାନେ ଚନ୍ଦ୍ର ଏବଂ ସୂର୍ଯ୍ୟ ଗ୍ରହଣକୁ ନେଇ ଅନେକ ବିଶ୍ୱାସ ରହିଛି ।

-ଭାରତରେ, ଚନ୍ଦ୍ର କିମ୍ବା ସୂର୍ଯ୍ୟ ଗ୍ରହଣ ସମୟରେ ପୂଜା ସହ ଜଡିତ ଶୁଭ କାର୍ଯ୍ୟ କରାଯାଏ ନାହିଁ । ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ପୂଜାପାଠ କରିବା କିମ୍ବା କୌଣସି ଶୁଭ କାର୍ଯ୍ୟ କରିବା ଅଶୁଭ ଅଟେ । ଅବଶ୍ୟ, ଚନ୍ଦ୍ରଗ୍ରହଣ ସମୟରେ ଜଣେ ଚାହିଁଲେ ମନ୍ତ୍ର ଜପ କରିପାରିବ ।

– ଏହା ସହିତ ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟ ଗ୍ରହଣ ସମୟରେ ଖାଇବା ଉପରେ କଟକଣା ରହିଛି। ଆଜି ବି ଲୋକମାନେ ଏହି ଜିନିଷ ଉପରେ ବିଶ୍ୱାସ କରନ୍ତି । ତେବେ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଇବା କୌଣସି ଅସୁବିଧା ନୁହେଁ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି । ଏହି ସମୟରେ ଲୋକମାନେ ଉପବାସ ପାଳନ କରିବା ଦରକାର ନାହିଁ ।

-ଏହା ବ୍ୟତାତ, ଗ୍ରହଣ ପରେ ସ୍ନାନ କରିବା ସହିତ ଦାନ ଧର୍ମ କରିବାର ପରମ୍ପରା ରହିଛି ।

Post Views20 Total Count

Apply Now


This will close in 0 seconds

error: Content is protected !!