ଜେଲ୍ ଭିତରୁ ଭାରତ ସରକାରଙ୍କୁ କଲେ ନିବେଦନ

ରୁଷିଆ ଏବଂ ୟୁକ୍ରେନ ଭୟଙ୍କର ଯୁଦ୍ଧ ନିଆଁରେ ଏବେ ଭାରତୀୟ ଛାତ୍ରମାନେ ଫସି ଯାଉଛନ୍ତି। ପାଠ ପଢ଼ିବାକୁ ଋଷିଆ ଯାଇଥିବା ବେଳେ, ତାଙ୍କୁ ଯୁଦ୍ଧଭୂମିକୁ ସୈନିକ କରି ପଠାଉଛି ଋଷ ସେନା। ୟୁକ୍ରେନ ଜେଲରୁ ଏକ ଭିଡ଼ିଓ ଜାରି କରି ଏହି ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ଗୁଜରାଟ ନିବାସୀ ଛାତ୍ର ସାହିଲ ମହମ୍ମଦ ହୁସେନ। ଭିଡ଼ିଓରେ ସାହିଲ ଭାରତ ସରକାର ତାଙ୍କୁ ଘରକୁ ଫେରାଇ ନିଅନ୍ତୁ ବୋଲି ନିବେଦନ କରିଛନ୍ତି।

Post Views49 Total Count

Apply Now


This will close in 0 seconds

error: Content is protected !!