ଅଚଳ କୁଚିଣ୍ଡା, ବସ୍ ଚଳାଚଳ ଠପ୍

କୁଚିଣ୍ଡାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ ଚଳାଚଳ ବନ୍ଦ ହୋଇଥିବାର ଆଜି ଅଭିଯୋଗ ଆସିଛି । ଆଜିଠୁ କୁଚିଣ୍ଡାରୁ ଗଡ଼ିବନି ଘରୋଇ ବସ। ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡା ଓ କୁଚିଣ୍ଡା ବସ ମାଲିକ ସଂଘ ମଧ୍ୟରେ ବିବାଦ ଦେଖା ଦେଇଥିବାରୁ ଏଭଳି ସମସ୍ୟା ଉପୁଜିଛି ।ତେବେ କୁଚିଣ୍ଡାରେ ଅଟକିଥିବା ବସକୁ ଝାରସୁଗୁଡ଼ା ପଠାଇଛି ପୋଲିସ ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!