କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି ଦେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବେ।

ସରକାରଙ୍କ ଦ୍ୱାରା ୭ମ ବେତନ କମିଶନ ଅନ୍ତର୍ଗତ ମହଙ୍ଗା ଭତ୍ତା ବର୍ତ୍ତମାନର ୪ ପ୍ରତିଶତ ବୃଦ୍ଧି ହେବ। ଫଳରେ ଏହା ବର୍ତ୍ତମାନର ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ପ୍ରତିବର୍ଷ ଜାନୁୟାରୀ ପହିଲା ଏବଂ ଜୁଲାଇ ପହିଲାରେ ବୃଦ୍ଧି ପାଇଥାଏ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!