ଟାଟା ଷ୍ଟିଲ ସହ ମିଶ୍ରଣ ହେବ ଗ୍ରୁପର ୭ସହାୟକ କମ୍ପାନୀ

ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ ସହ ଗ୍ରୁପର ଆଉ ୭ ସହାୟକ କମ୍ପାନୀର ମିଶ୍ରଣ ସମ୍ପର୍କରେ ଘୋଷଣା କରାଯାଇଛି।

ଏପରି କି ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଟାଟା ଷ୍ଟିଲ ସହ ଗ୍ରୁପର ଅନ୍ୟ ୭ ସହାୟକ କମ୍ପାନୀ ମିଶ୍ରଣ ହେବା ନେଇ ଆକଳନ କରାଯାଉଛି।

ବିଶେଷ କରି ଟାଟା ଗ୍ରୁପର ଅନୁଗୋଳ ଏନର୍ଜୀ ବ୍ୟତୀତ ଟାଟା ଷ୍ଟିଲରେ ମିଶ୍ରଣ ହେଉଥିବା ବଳକା ୬ ସହାୟକ କମ୍ପାନୀ ଯଥା- ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ (ଟିଏସ୍ପିଏଲ), ଦ ଟିନପ୍ଲେଟ୍ କମ୍ପାନୀ ଅଫ୍ ଇଣ୍ଡିଆ, ଟାଟା ମେଟାଲିକ୍ସ, ଟିଆରଏଫ୍, ଇଣ୍ଡିଆନ୍ ଷ୍ଟିଲ୍ ଆଣ୍ଡ୍ ଓ୍ବୟାର ପ୍ରଡକ୍ଟସ ଏବଂ ଟାଟା ଷ୍ଟିଲ୍ ମାଇନିଙ୍ଗ୍, ଏସ୍ ଆଣ୍ଡ୍ ଟି ମାଇନିଙ୍ଗ୍ କମ୍ପାନୀ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି

ଏ ସମ୍ପର୍କରେ ଟାଟା ଷ୍ଟିଲ୍ର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଟି.ଭି. ନରେନ୍ଦ୍ରନ କହିଛନ୍ତି, ୨୦୨୨ ସେପ୍ଟେମ୍ବରରେ ଟାଟା ଷ୍ଟିଲ୍ ବୋର୍ଡ ତା’ର ୬ ସହାୟକଙ୍କ କମ୍ପାନୀଙ୍କୁ ଟାଟା ଷ୍ଟିଲ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲା।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!