Uncategorized ସାଂସଦ ରାଘବ ଚଢ଼ାଙ୍କୁ ଡେଟ୍ କରୁଛନ୍ତି ପରିଣୀତି! adminApril 1, 2024 ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଆପ୍ ନେତା ରାଘବ ଚଢ଼ାଙ୍କ ସହ ଦେଖିବାକୁ ମିଳିଛି। ଚଢ଼ାଙ୍କ ସହ ପରିଣୀତି ଡେଟ୍ କରୁଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ଗତକାଲି ପରିଣୀତି ଚଢ଼ାଙ୍କ ସହ ଏକ ଡିନର ଡେଟ୍ରେ ଯାଇଥିଲେ। ଆଜି ମଧ୍ୟ ପରିଣୀତିଙ୍କୁ ଚଢ଼ାଙ୍କ ସହ ଲଞ୍ଚ୍ କରିଥିବା ଦେଖିବାକୁ ମିଳିଥିଲା। ମୁମ୍ବାଇର ଏକ ଖ୍ୟାତନାମା ରେସ୍ତୋରାଁରେ ଉଭୟ ଚଢ଼ା ଏବଂ ପରିଣୀତି ପୃଥକ୍ ଭାବେ ଆସି ପହଞ୍ଚିଥିଲେ। ଉଭୟ ହ୍ବାଇଟ୍ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଯେ ପରିଣୀତି ପୂର୍ବରୁ ନିର୍ଦ୍ଦେଶକ ମନୀଷ ଶର୍ମାଙ୍କୁ ଡେଟ୍ କରୁଥିବା କୁହାଯାଉଥିଲା। 73 Total Count
୧୦୦ ଏମ୍ଏମ୍ଟି କାର୍ଗୋ ପରିବହନ ଲକ୍ଷ୍ୟ ଅତିକ୍ରମ କରିବାକୁ ପ୍ରସ୍ତୁତ ପାରାଦୀପ ବନ୍ଦର ଡିସେମ୍ବର ୨୦୨୨ରେ ପାରାଦୀପ ବନ୍ଦରରୁ ରେକର୍ଡ ୧୨.୬ ଏମ୍ଏମ୍ଟି କାର୍ଗୋ ପରିବହନ ହୋଇଛି। ପିପିଏ ଅଧ୍ୟକ୍ଷ ପିଏଲ ହରନାଥ ଏହି… April 1, 2024