ଟ୍ରେନ୍ ଅପରିଷ୍କାର ଥିଲେ କଣ କରିବେ?

ଟ୍ରେନ୍ରେ ତ ଯାତ୍ରା କରୁଥିବେ। କେତେବେଳେ ଟ୍ରେନ୍ର ଟଏଲେଟ୍ ଅପରିଷ୍କାର ଥାଏ କେଉଁଠି ଚାର୍ଜିଂ ପଏଣ୍ଟ କାମ କରୁନଥିବ। କେଉଁଠି ବଗିରେ ପଲିଥନ୍ କି ଅନ୍ୟାନ୍ୟ ଅପରିଷ୍କାର ଜିନିଷ ପଡିଥାଏ। ଆପଣ ଚାହିଁଲେ ଏସବୁ ସମସ୍ୟାର ତୁରନ୍ତ ସମାଧାନ କରିପାରିବେ। ବଗି ହୋଇପାରିବ ପରିଷ୍କାର। ଏଥିପାଇଁ ଆପଣ cleanmycoach.com ୱେବ୍ସାଇଟ୍କୁ ଯାଆନ୍ତୁ। ଏଥିରେ PNR ଅପସନ୍ରେ ନମ୍ବର ଦିଅନ୍ତୁ। ଏବଂ ଫୋନ ନମ୍ବର ଅପସନ୍ରେ ଫୋନ୍ ନମ୍ବର ଦେଇ ସର୍ଚ୍ଚ ଅପସନ୍ରେ ଯେଉଁ ବି ଅଭିଯୋଗ ଦେବାର ଅଛି ସେହି ଅପସନ୍ ସିଲେକ୍ଟ କରିବାର ଅଛି।
ନହେଲେ ଆପଣ 7208073768, ଟ୍ରେନ୍ ଷ୍ଟାଫ୍, କିମ୍ବା 9004411493 କୁ କଲ୍ କରନ୍ତି। ଏ ନମ୍ବରରେ ବି ଯଦି କେହି କଲ୍ ରିସିଭ୍ କରୁନାହାନ୍ତି ତେବେ ୱେବ୍ସାଇଟ୍ରେ ଯାଇ ଅଭିଯୋଗ କରିପାରିବେ। ଏହାଦ୍ବାରା ଆପଣଙ୍କ ଅଭିଯୋଗର ତୁରନ୍ତ ସମାଧାନ ହୋଇପାରେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!