ଅରୁଣ ବୋଥ୍ରାଙ୍କୁ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଆଇପିଏସ ଓ ଆଇଏଏସଙ୍କୁ ନୂଆ ଦାୟିତ୍ବ । ଅରୁଣ ବୋଥ୍ରାଙ୍କୁ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ । କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି ଅରୁଣ ବୋଥ୍ରା । IAS କୁଲାଙ୍ଗେ ବିଜୟ ଅମୃତାଙ୍କ ସ୍ଥାନରେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ।

OSRTCର ସିଏମଡି ଭାବେ IPS ଦିପ୍ତେଶ କୁମାର ପଟ୍ଟନାୟକଙ୍କୁ ଦାୟିତ୍ୱ । ଜେଲ ଏଡିଜି ଥିଲେ ଦିପ୍ତେଶ କୁମାର ପଟ୍ଟନାୟକ । ପୂର୍ବରୁ ସିଏମଡି, ଓଏସଆରଟିସି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ ।

ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ଅତିରିକ୍ତ ଦାୟିତ୍ବ । ଅମିତାଭ ଠାକୁର ଏବେ ପରିବହନ କମିଶନର ଅଛନ୍ତି ।

Post Views46 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!