କୋଲ୍ଡ ଡ୍ରିଙ୍କସ ପିଉଥିଲେ ସାବଧାନ । କୋଲ୍ଡ ଡ୍ରିଙ୍କସରେ ଥିବା ମିଠା କ୍ୟାନସର କରାଉଥିବା କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ବଜାରରେ ମିଳୁଥିବା ଥଣ୍ଡା ପାନୀୟରେ କ୍ୟାନ୍ସର ତତ୍ତ୍ବ ଥିବା WHO ଚେତାବନୀ ଦେଇଛି । କୋକାକୋଲା ସମେତ ଅନ୍ୟ ଡ୍ରିଙ୍କସରେ ମଧ୍ୟ ବ୍ୟବହୃତ ଆର୍ଟିଫିସିଆଲ ସୁଇଟନ୍ର କ୍ୟାନ୍ସର କରାଉଥିବା ଆଶଙ୍କା କରାଯାଉଛି ।ଆର୍ଟିଫିସିଆଲ ସୁଇଟ୍ରେନର ଭାବେ ଆସ୍ପଟେମ ନାମକ ପଦାର୍ଥକୁ କୋକାକୋଲା, ଚୁଇଙ୍ଗଗମ୍ ଏବଂ ଅନ୍ୟ କୋଲ୍ଡ ଡ୍ରିଙ୍କସ ବ୍ୟବହାର କରିଯାଇଥାଏ | କ୍ୟାନ୍ସର ଉପରେ ଗବେଷଣା କରୁଥିବା ସଂସ୍ଥା ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଜ ଅନ୍ କ୍ୟାନ୍ସର ଜୁଲାଇରେ ଆସିପାର୍ଟେମ୍କୁ କ୍ୟାନ୍ସର କାରକ ପଦାର୍ଥ ତାଲିକାରେ ସାମିଲ କରିବ ।
Related Posts
୩ ଫୁଟର ବର ଅଢେଇ ଫୁଟ ଉଚ୍ଚ କନ୍ୟାକୁ ବାହା ହେବାକୁ ବିମାନରେ ଆସିଲା
ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଗଣବିବାହ କାର୍ଯ୍ୟକ୍ରମରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଉତ୍ସବରେ ତିନି ଫୁଟ…
ପମ୍ବନ ସେତୁ ଉଦ୍ଘାଟିତ
ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ସେତୁ ‘ପମ୍ବନ’ ଉଦ୍ଘାଟିତ ହୋଇଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର ରାମେଶ୍ଵରମରେ…
ଡିଟିସି ବସ୍ରେ ମହିଳାଙ୍କ ମାଗଣା ଯାତ୍ରା ସୁବିଧା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଡିଟିସି ବସ୍ରେ ମହିଳାଙ୍କ ମାଗଣା ଯାତ୍ରା ସୁବିଧା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି।…

