କୋଲ୍ଡ ଡ୍ରିଙ୍କସ ପିଉଥିଲେ ସାବଧାନ

କୋଲ୍ଡ ଡ୍ରିଙ୍କସ ପିଉଥିଲେ ସାବଧାନ ।  କୋଲ୍ଡ ଡ୍ରିଙ୍କସରେ ଥିବା ମିଠା କ୍ୟାନସର କରାଉଥିବା କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ବଜାରରେ ମିଳୁଥିବା ଥଣ୍ଡା ପାନୀୟରେ କ୍ୟାନ୍ସର ତତ୍ତ୍ବ ଥିବା WHO ଚେତାବନୀ ଦେଇଛି । କୋକାକୋଲା ସମେତ ଅନ୍ୟ ଡ୍ରିଙ୍କସରେ ମଧ୍ୟ ବ୍ୟବହୃତ ଆର୍ଟିଫିସିଆଲ ସୁଇଟନ୍‌ର କ୍ୟାନ୍ସର କରାଉଥିବା ଆଶଙ୍କା କରାଯାଉଛି ।ଆର୍ଟିଫିସିଆଲ ସୁଇଟ୍ରେନର ଭାବେ ଆସ୍‌ପଟେମ ନାମକ ପଦାର୍ଥକୁ କୋକାକୋଲା, ଚୁଇଙ୍ଗଗମ୍ ଏବଂ ଅନ୍ୟ କୋଲ୍ଡ ଡ୍ରିଙ୍କସ ବ୍ୟବହାର କରିଯାଇଥାଏ | କ୍ୟାନ୍ସର ଉପରେ ଗବେଷଣା କରୁଥିବା ସଂସ୍ଥା ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଜ ଅନ୍ କ୍ୟାନ୍‌ସର ଜୁଲାଇରେ ଆସିପାର୍ଟେମ୍‌କୁ କ୍ୟାନ୍‌ସର କାରକ ପଦାର୍ଥ ତାଲିକାରେ ସାମିଲ କରିବ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!