5T କାର୍ଯ୍ୟକ୍ରମରେ ସାମିଲ ହେଲା ମେଟ୍ରୋ ରେଳ ପ୍ରକଳ୍ପ । ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆକୁ ସଂଯୋଗ କରିବ ମେଟ୍ରୋ ରେଳ । ପରବର୍ତ୍ତୀ ପର୍ଯ୍ୟାୟରେ ଖୋର୍ଦ୍ଧା, ପୁରୀକୁ ସଂଯୋଗ କରିବ ମେଟ୍ରୋ ରେଳ ।
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ପ୍ରସ୍ତୁତ ହେଉଛି DPR । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୦ଷ୍ଟେସନରେ ରହିବ ମେଟ୍ରୋ । ବିଜୁ ପଟ୍ଟନାୟକ ଏୟାରପୋର୍ଟ, କ୍ୟାପିଟାଲ ହସପିଟାଲ, ଶିଶୁ ଭବନ, ବାପୁଜୀନଗର, ମାଷ୍ଟରକ୍ୟାଣ୍ଟିନ, ରାମ ମନ୍ଦିର ଛକ,
ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନବିହାର, ରଘୁନାଥପୁର, ନନ୍ଦନକାନନ ପାର୍କ ଛକ, ଫୁଲ ପୋଖରୀ, ତ୍ରିଶୁଳିଆରେ ମେଟ୍ରୋ ଷ୍ଟେସନ ହେବ…

