ଆଜି ବିଶ୍ବକପ କ୍ରିକେଟରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରୁଛି ଭାରତ । ମୁ୍ମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି ମ୍ୟାଚ । ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିବାକୁ ଭାରତ ପ୍ରସ୍ତୁତ ଅଛି ।
Related Posts
ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଲେ ଜସ୍ମିନ
ଲିଭରପୁଲରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ମହିଳା ବକ୍ସର ଜସ୍ମିନ ଲମ୍ବୋରିଆ ଐତିହାସିକ…
୨୪ କୋଟି ୭୫ ଲକ୍ଷରେ ବିକ୍ରି ହେଲେ ମିଚେଲ
ଆରମ୍ଭ ହୋଇଛି ଆଇପିଏଲ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା । ଦୁବାଇରେ ଚାଲିଛି ନିଲାମ ପ୍ରକ୍ରିୟା । ତେବେ…
କ୍ରମାଗତ ଦ୍ୱିତୀୟ ଥର ପାଇଁ WTC ଫାଇନାଲରେ ଭାରତ: ଜୁନରେ ଅଷ୍ଟ୍ରେଲିଆ ସହ କରିବ ପ୍ରତିଦ୍ୱନ୍ଦ୍ୱିତା
ଖ୍ରୀଷ୍ଟଚର୍ଚ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ହାତରେ ଶ୍ରୀଲଙ୍କାର ପରାଜୟ ପରେ ଭାରତ WTC ଫାଇନାଲରେ ଅର୍ଥାତ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପହଞ୍ଚିଛି।…

