ଏଣିକି ରାଜ୍ୟ କ୍ରୀଡା ସମ୍ମାନ

ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ବିଜୁ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରୁଥିଲେ। ପ୍ରତିବର୍ଷ ଖେଳରେ ଭଲ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଉଥିଲା । ଏବେ ରାଜ୍ୟରେ ସରକାର ବଦଳିବା ପରେ ଏହି ସମ୍ମାନର ନାଁ ବଦଳାଇ ରାଜ୍ୟ କ୍ରୀଡା ସମ୍ମାନ ଦିଆଯାଇଛି ।

ଅନ୍ୟପଟେ ବିଜେଡି ନେତା ଅରୁଣ ସାହୁ କହିଛନ୍ତି “ବେଳେବେଳେ କାକୁଡ଼ି କାଟୁ କାଟୁ ମୁଣ୍ଡି ପିିତା ରହିଯାଏ । ମୋର ରାଜ୍ୟ ସରକାରଙ୍କୁ ଅନୁରୋଧ ରହିବ ଏମିତି କିଛି କାମ କରନ୍ତୁନି ଯେଉଁଥିରେ ଓଡ଼ିଶାବାସୀ ମର୍ମାହତ ହେବେ । ବିଜୁବାବୁ ରାଷ୍ଟ୍ରର ଜଣେ ସମ୍ପତ୍ତି , ତାଙ୍କ ନାଁ କାଟି କେଉଁ ଯଶବାନା ଉଡାଇବେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!