ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା

ଗୋବିନ୍ଦପୁରୀରେ ଘଟିଥିବା ହଙ୍ଗାମାକୁ ନେଇ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୋବିନ୍ଦପୁରୀ ପୋଲିସ ବିଏନଏସର ଧାରା ୧୮୮ ଅନୁଯାୟୀ, ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ପୋଲିସ।

ଦିଲ୍ଲୀ ପୋଲିସ ଆତିଶୀଙ୍କ ସମର୍ଥକଙ୍କ ବିରୋଧରେ ଦ୍ୱିତୀୟ ମାମଲା ରୁଜୁ କରିଛି। ସେମାନେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ପୋଲିସ ଅଭିଯୋଗ କରିଛି। ସେମାନେ ନିର୍ବାଚନ ଆୟୋଗର ସଦସ୍ୟ ପରିଚୟ ଦେଇ ରମେଶ ବିଧୁରୀଙ୍କ ପୁତୁରାଙ୍କ ରାସ୍ତା ଅବରୋଧ କରିଥିଲେ।

ଦିଲ୍ଲୀ ପୋଲିସ ରମେଶଙ୍କ ପୁତୁରାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରୁଜୁ କରିଛି।

Post Views48 Total Count

Apply Now


This will close in 0 seconds

error: Content is protected !!