ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣି

ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ୱରର ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଏହି କଥାର ଘୋଷଣା କରି ସେ ନିଜେ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିଛନ୍ତି। ମମତା କୁଲକର୍ଣ୍ଣି କହିଛନ୍ତି , ମୁଁ ମହାମଣ୍ଡଳେଶ୍ୱର କହିଛନ୍ତି , ମୁଁ ମହାମଣ୍ଡଳେଶ୍ୱର , ୟାମାଇ ମମତା ନନ୍ଦଗିରି , ମୁଁ ଏହି ପଦରୁ ଇସ୍ତଫା ଦେଉଛି। ଆଜି କିନ୍ନର ଅଖାଡେ ବା ଦୁଇ ଅଖାଡେ ମଧ୍ୟରେ ଯାହା ମୋତେ ନେଇ, ମହାମଣ୍ଡଳେଶ୍ୱରର ଉପାଧି ଘୋଷିତ କରିବା ମଧ୍ୟରେ , ଯେଉଁ ଅସୁବିଧା ହେଉଛି …ମୁଁ ଜଣେ ସାଧ୍ୱୀ ଥିଲି ୨୫ବର୍ଷରୁ ଓ ମୁଁ ସାଧ୍ୱୀ ହିଁ ରହିବି। ଏହି ମହାମଣ୍ଡଳେଶ୍ୱରର ମୋତେ ଯେଉଁ ସମ୍ମାନ ଦିଆ ଯାଇ ଥିଲା , ତାହା ଏକ ପ୍ରକାରର ସମ୍ମାନ , ଯେଉଁଥିରେ ଜଣେ ବ୍ୟକ୍ତି ଯିଏକି ୨୫ ବର୍ଷ ସ୍ୱିମିଂ କରିଛି ତାକୁ ଏହା କୁହାଯାଏ କି , ଆଜି ପରେ ଯେଉଁ ପିଲା ଆସିବେ , ତାଙ୍କୁ ସ୍ୱିମିଂର ଜ୍ଞାନ ଦେବା , କିନ୍ତୁ ଏହା କିଛି ଲୋକଙ୍କ ପାଇଁ ଆପତ୍ତିଜନକ ହୋଇଯାଇଛି।

୨୫ ବର୍ଷ ପୂର୍ବେ ଛାଡ଼ି ଥିଲେ ବଲିଉଡ୍‌ –

ମମତା କହିଲେ, ବଲିଉଡ୍‌ ତ ମୁଁ ୨୫ ବର୍ଷ ପୂର୍ବେ ଛାଡ଼ି ଦେଇଥିଲି। ମୁଁ ନିଜକୁ ନିଜେ ଗାଏବ ରହିଥିଲି , ନୁହେଁତ ମେକଅପ୍‌ରୁ , ବଲିଉଡ୍‌ରୁ ଏତେ ଦୂରେଇ କିଏ ରହେ। ମୋର ଅନେକ ଜିନିଷ ଉପରେ ଲୋକଙ୍କର ପ୍ରତିକ୍ରିୟା ଅଛି କି, ମୁଁ ଏହା କାହିଁକି କରୁଛି। ତାହା କାହିଁକି କରୁଛି। ନାରାୟଣ ସର୍ବ ସମ୍ପନ୍ନ। ସେ ସବୁ ପ୍ରକାରର ଆଭୂଷଣ ପିନ୍ଧି, ଧାରଣ କରି ମହାଯୋଗୀ , ଭଗବାନ। କୌଣସି ଦେବୀ ଦେବତା ଆପଣ ଦେଖିବେ କୌଣସି ପ୍ରକାରର ଶୃଙ୍ଗାରରୁ କମ୍‌ ନୁହଁନ୍ତି ଏବଂ ମୋ ସାମ୍ନାରେ ସବୁ ଆସିଥିଲେ , ସବୁ ଏହି ଶୃଙ୍ଗାରରେ ଆସି ଥିଲେ।

ମମତା କହିଛନ୍ତି , ମୁଁ ଦେଖିଲି କି, ମୋର ମହାମଣ୍ଡଳେଶ୍ୱର ହେବାର ବହୁ ଲୋକଙ୍କୁ ଅସୁବିଧା ହୋଇଥିଲା। ସେ ଶଙ୍କରାଚାର୍ଯ୍ୟ ହୁଅନ୍ତୁ ନା କାହିଁକି। କିଏ କହେ , ଜଣେ ଶକରାଚାର୍ଯ୍ୟ କହିଲେ କି ଏ ଯେଉଁ କିନ୍ନର ଅଖାଡେ ଅଛି , ତାଙ୍କ ମଧ୍ୟରେ ମମତା ଫସି ଯାଇଛନ୍ତି। ଏ ସବୁ କଥାକୁ ଶୁଣିବା ପରେ ମୁଁ କହୁଛି କି ମୋ ଗୁରୁ ଯାହାଙ୍କର ମାର୍ଗଦର୍ଶନରେ ମୁଁ ୨୫ ବର୍ଷ ଯାଏ ତପସ୍ୟା କରିଛି, ସେ ଶ୍ରୀ ଚୈତନ୍ୟ ଗଗନଗିରି ମହାରାଜ , ସେ ଜଣେ ମହାନ ସନ୍ଥ ଥିଲେ। ତାଙ୍କ ସମାନ ମୋତେ କେହି ନଜର ଆସୁ ନାହାନ୍ତି। ସମସ୍ତେ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି। ମୋ ଗୁରୁ ତ ଖୁବ୍‌ ଉଚ୍ଚରେ ଏବଂ ତାଙ୍କର ସାନିଧ୍ୟରେ ଆମେ ୨୫ ବର୍ଷ ଯାଏ ତପ କରିଛୁ। ମୋତେ କୌଣସି କୈଳାସକୁ ଯିବାର ଆବଶ୍ୟକ ନାହିଁ । ସାରା ବ୍ରହ୍ମାଣ୍ଡ ମୋ ସାମ୍ନାରେ ।

Post Views7 Total Count

Apply Now


This will close in 0 seconds

error: Content is protected !!