ମନ୍ତ୍ରୀ ଓ ଅଫିସର ବ୍ୟବହାର କରୁଥିବା ଗାଡ଼ି ଭଡ଼ା ବୃଦ୍ଧି

ପ୍ରାୟ ଛଅ ୬ ବର୍ଷ ପରେ ମନ୍ତ୍ରୀ, ଅଫିସର ଓ ଭିଭିଆଇପି ବ୍ୟବହାର କରୁଥିବା ଗାଡ଼ି ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଭଡ଼ା ବୃଦ୍ଧି ସଂଶୋଧନ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଭଡ଼ା ୫୦,୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

Post Views70 Total Count

Apply Now


This will close in 0 seconds

error: Content is protected !!