ରାଜ୍ୟ ପାର୍କିଂ ଫି ନିଷ୍ପତ୍ତିରୁ ଓହରିଲା ଶ୍ରୀମନ୍ଦିର ପ୍ରଶାସନ adminJanuary 17, 2026 ଭକ୍ତ ନିବାସରେ ଗାଡ଼ି ପାର୍କିଂ ଫି ୫୦୦ ଟଙ୍କା ବୃଦ୍ଧି ଘଟଣା । ନିଜ ନିଷ୍ପତ୍ତିରୁ ଓହରିଲା ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଚାରିଚକିଆ ଯାନ ପାର୍କିଂ ୫ଶହ ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲା । ବର୍ତ୍ତମାନ ତାହା ଏବେ ୫୦୦ ଟଙ୍କାରୁ ଖସି ୨୪୦ କରାଯାଇଛି । ପୁରୀରେ ଥିବା ୪ଟି ଭକ୍ତ ନିବାସରେ ଏହି ପାର୍କିଂ ଫି ଆଦାୟ କରାଯିବ । ରବିବାରଠୁ ଏହି ନୂଆ ପାର୍କିଂ ଦର ଲାଗୁ ହେବ । ଏନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । 22 Total Count
ଆସନ୍ତା ସୋମବାର ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆସନ୍ତା ସୋମବାର ଅପରାହ୍ନ ୫ଟା ୩୦ରେ କ୍ୟାବିନେଟ୍ ବୈଠକ… April 1, 2024
ସୁଜିୟୁରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କର୍ମଶାଳା ଜି-୨୦ ଶୀର୍ଷକ ଅବସରରେ ସି ଭି ରମଣ ଗ୍ଲୋବାଲ୍ ୟୁନିଭରସିଟି ପରିସରରେ ଏକ ଦିନିକିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କର୍ମଶାଳା ଅନୁଷ୍ଠିତ… April 1, 2024
ଓଡିଶାରେ ଥାଇ ଆଦାନୀଙ୍କୁ ଟାର୍ଗେଟ କଲେ ରାହୁଲ୍ ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ମୋଦୀ ଆଉ ଶିଳ୍ପପତି… July 11, 2025