ରାଜ୍ୟ ପାର୍କିଂ ଫି ନିଷ୍ପତ୍ତିରୁ ଓହରିଲା ଶ୍ରୀମନ୍ଦିର ପ୍ରଶାସନ adminJanuary 17, 2026 ଭକ୍ତ ନିବାସରେ ଗାଡ଼ି ପାର୍କିଂ ଫି ୫୦୦ ଟଙ୍କା ବୃଦ୍ଧି ଘଟଣା । ନିଜ ନିଷ୍ପତ୍ତିରୁ ଓହରିଲା ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଚାରିଚକିଆ ଯାନ ପାର୍କିଂ ୫ଶହ ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲା । ବର୍ତ୍ତମାନ ତାହା ଏବେ ୫୦୦ ଟଙ୍କାରୁ ଖସି ୨୪୦ କରାଯାଇଛି । ପୁରୀରେ ଥିବା ୪ଟି ଭକ୍ତ ନିବାସରେ ଏହି ପାର୍କିଂ ଫି ଆଦାୟ କରାଯିବ । ରବିବାରଠୁ ଏହି ନୂଆ ପାର୍କିଂ ଦର ଲାଗୁ ହେବ । ଏନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । 67 Total Count
ରେଳ ମାନଚିତ୍ରରେ ଯୋଡ଼ିହେଲା ବୌଦ୍ଧ ଜିଲ୍ଲା ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ… June 20, 2025
ପ୍ରାର୍ଥୀ ଘୋଷଣା ପରେ ଜଗା ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର ପୁଣି ଥରେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବିତ ପାତ୍ର । ମହାପ୍ରଭୁଙ୍କୁ ଦର୍ଶନ… April 1, 2024
ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ‘ନିଯୁକ୍ତି ପର୍ବ’ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ନବନିଯୁକ୍ତ କର୍ମଚାରୀଙ୍କୁ… April 1, 2024