ବ୍ରହ୍ମପୁର ମହାନଗର ବିଏମସି କାର୍ଯ୍ୟାଳୟ ପରିସରରେରେ 18 ଟି ଟ୍ରାଇସାଇକେଲ ଏବଂ 56 ଜଣ SHG ମହିଳାମାନଙ୍କୁ ମେୟର ଏବଂ କମିଶନର ସାଇକେଲ ବଣ୍ଟନ କରିଥିଲେ |ଭିନ୍ନକ୍ଷମ ମାନେ ଏହି ସାଇକେଲ ପାଇ ବହୁତ୍ ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଓ ଅନ୍ୟ କର୍ପୋରେଟର ମାନେ ଉପସ୍ଥିତ ଥିଲେ।

