୩ ହାର୍ଡକୋର ମାଓବାଦୀ ସମେତ ୩୩ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

୩ ହାର୍ଡକୋର ମାଓବାଦୀ ସମେତ ୩୩ ମାଓବାଦୀ ଆତ୍ମସର୍ପଣ କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସପିଙ୍କ ନିକଟରେ ତିନି ହର୍ଡକୋର୍ ମାଓବାଦୀଙ୍କ ମୁଣ୍ଡ ଉପରେ ରେ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା।

ଆତ୍ମସର୍ପଣ ମାଓ ସମର୍ଥକ ସମସ୍ତେ କିଷ୍ଟାରାମ୍ ଅଞ୍ଚଳ। ଏମାନେ ପୋଲିସକୁ ଟାର୍ଗେଟ କରି ଅନେକ ମାଓ ହିଂସାକାଣ୍ଡରେ ସାମିଲ୍ ଥିଲେ। ତେବେ ଏହି ମାଓ ଗଡ ରେ ଗୋଟିଏ ପରେ ଗୋଟିଏ ସିଆରପିଏଫ କ୍ୟାମ୍ପ ହେବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ତେଣୁ ମାଓବାଦୀ ଙ୍କ ଗତିବିଧି କମିବା ସହ ଅନେକ ଉନ୍ନୟନ କାର୍ଯ୍ୟ ଆଗକୁ ବଢ଼ି ପାରିଛି। ତେଣୁ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟ ରେ ଆକର୍ଷିତ ହୋଇ ପୁଲିସ୍ ଆଗରେ ୩୩ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!