IPL 2023: ଆଜି ଫାଇନାଲ୍‌ ମ୍ୟାଚ୍‌

ଆଜି ଆଇପିଏଲରେ ମହା ମୁକାବିଲ। ସଂଧ୍ୟା ୭ ରେ ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ପ୍ରଥମ କ୍ବାଲିଫାଇଂରେ ଚେନ୍ନାଇ ଠାରୁ ହାରିବା ପରେ ଦ୍ବିତୀୟ କ୍ବାଲିଫାଇଂରେ ମୁମ୍ବାଇକୁ ହରାଇ ଫାଇନାଲରେ ଅଛି ହାର୍ଦ୍ଦିକ ଆଣ୍ଡ କୋ । ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହୋଇଥିଲା ଆଇପିଏଲ ସେପଟେ ଉଦଯାନୀ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ସମସ୍ତ ପ୍ରସ୍ତୁତି ।

 

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!