ଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବ ସ୍ପୋର୍ଟସ ଭ୍ୟାଲି : କ୍ରୀଡାମନ୍ତ୍ରୀ

ଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବ ସ୍ପୋର୍ଟସ ଭ୍ୟାଲି : କ୍ରୀଡାମନ୍ତ୍ରୀଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବ ସ୍ପୋର୍ଟସ ଭ୍ୟାଲି। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଗସ୍ତ କରିବେ। ସେହି ଦିନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

ସ୍ପୋର୍ଟସ ଭ୍ୟାଲି ପାଇଁ ରାଜ୍ୟ ସରକାର ସମସ୍ତ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଏହି ସ୍ପୋର୍ଟସ ଭ୍ୟାଲିରେ ସମସ୍ତ ପାରମ୍ପାରିକ କ୍ରୀଡା କାର୍ଯ୍ୟ କରାଯିବା ପାଇଁ ସରକାର ପରିକଳ୍ପନା କରିଥିବା ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!