କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ଖୁଵ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ

ମେକ ଇନ ଓଡ଼ିଶାରେ ଆସିଥିବା ଶିଳ୍ପକୁ ଗ୍ରାଉଣ୍ଡିଂ କରିବାକୁ ସେକ୍ଟର ଅନୁଯାୟୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ଉପରେ ନଜର ରଖିବ ଶିଳ୍ପ ବିଭାଗର ସ୍ୱତନ୍ତ୍ର ଟିମ୍। ଆଜି ସମୀକ୍ଷା ପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏଭଳି ସୂଚନା ଦେଇଛନ୍ତି।

ମେକ ଇନ ଓଡ଼ିଶାରେ ୧୪୫ ଏମଓୟୁ ହୋଇଥିଲା। ତାକୁ ଗ୍ରାଉଣ୍ଡିଂରେ କେମିତି ଅସୁବିଧା ନହେଉ। ନିବେଶକ ଆଉ ସରକାରଙ୍କ ମଧ୍ୟରେ ଦୂରତା ନରହୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ନିବେଶଗୁଡ଼ିକୁ ଶୀଘ୍ର ଗ୍ରାଉଣ୍ଡିଂ ପାଇଁ। ତେଣୁ ସ୍ୱତନ୍ତ୍ର ନଜର ରଖିବାକୁ। ସେକ୍ଟର ଅନୁଯାୟୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ସେମାନଙ୍କୁ ଯୋଗାଯୋଗ କରିବେ। ସମସ୍ୟା ଥିଲେ ସମାଧାନ କରିବେ।

କେନ୍ଦୁଝରରେ ମେଗା ଷ୍ଟିଲ ନେଇ ଖୁଵ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବ ସରକାର କାମ କରୁ ନଥିଲେ। ଆମ ସରକାର ଗଠନ କରୁଥିବା ଟାସ୍କଫୋର୍ସ କାମ କରୁଛି।

ସେ କହିଛନ୍ତି, ମେକ ଇନ ଓଡ଼ିଶାରେ ୧୪୫ ଏମଓୟୁ ହୋଇଥିଲା। ତାକୁ ଗ୍ରାଉଣ୍ଡିଂରେ କେମିତି ଅସୁବିଧା ନହେଉ। ନିବେଶକ ଆଉ ସରକାରଙ୍କ ମଧ୍ୟରେ ଦୂରତା ନରହୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ନିବେଶଗୁଡ଼ିକୁ ଶୀଘ୍ର ଗ୍ରାଉଣ୍ଡିଂ ପାଇଁ। ତେଣୁ ସ୍ୱତନ୍ତ୍ର ନଜର ରଖିବାକୁ। ସେକ୍ଟର ଅନୁଯାୟୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।

ସେମାନଙ୍କୁ ଯୋଗାଯୋଗ କରିବେ। ସମସ୍ୟା ଥିଲେ ସମାଧାନ କରିବେ। କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ଖୁଵ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବ ସରକାର କାମ କରୁ ନଥିଲେ। ଆମ ସରକାର ଗଠନ କରୁଥିବା ଟାସ୍କଫୋର୍ସ କାମ କରୁଛି।

Post Views13 Total Count

Apply Now


This will close in 0 seconds

error: Content is protected !!