ଅଏଲ୍ ଇଣ୍ଡିଆ ଲିମିଟେଡ଼ର ୩ୟ ତ୍ରେିମାସିକ ଫଳାଫଳ

ଦେଶର ପ୍ରମୁଖ କମ୍ପାନୀ ଅଏଲ୍ ଇଣ୍ଡିଆ ଲିମିଟେଡ଼୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରେିମାସିକ ଫଳାଫଳ ଘୋଷଣା କରାଯାଇଛି।

ଏଥିରେ କୁହାଯାଇଛି, କମ୍ପାନୀ ଅକ୍ଟୋବର ରୁ ଡିସେମ୍ବର ଅବଧି ମଧ୍ୟରେ ୧,୭୪୬.୧୦ କୋଟି ଟଙ୍କା ନେଟ୍ ଲାଭ କରିଛି।

ବିଶେଷ କରି ଚଳିତ ଆର୍ଥିକ ବର୍ଷରେ ୩ୟ ତ୍ରେିମାସିକରେ ତେଲ ଉପତ୍ାଦନ ଏବଂ ବିକ୍ରୟ ହେଉଥିବା ପ୍ରତ୍ୟେକ ବ୍ୟାରେଲ ଅଶୋଧିତ ତେଲ ପାଇଁ ୮୮.୩୩ ଡଲାର ଆୟ ହୋଇଛି।

ଯାହାକି ପୂର୍ବବର୍ଷ ସମାନ ଅବଧି ତୁଳନାରେ ୭୮.୫୯ ଡଲାରକୁ ବୃଦ୍ଧି ପାଇଛି। ଏପରିକି ଚଳିତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୦.୮୧ ମିଲିୟନ୍ ଟନ୍ ଅଶୋଧିତ ତେଲ ଉପତ୍ାଦନ ହୋଇଥିଲା।

Post Views23 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!