ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ବାଲେଶ୍ବର ପୂର୍ତ୍ତ ବିଭାଗ ୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି। ୪ଜଣ ଡିଏସପି, ୧୦ ସବଇନ୍ସପେକ୍ଟର, ୨ ସବଇନ୍ସପେକ୍ଟର ରେଡ୍‌ରେ ସାମିଲ ହୋଇଛନ୍ତି।

ପୁରୀ ଜିଲ୍ଲା ଦାମୋଦରପୁର ରୋଡ ହରିଚାନ୍ଦିସାହି ସ୍ଥିତ ପୈତୃକ ଘର, ପୁରୀ ଅନନ୍ୟା ପାମ ବିଚା ଦ୍ବିତୀୟ ମହଲାରେ ଥିବା ଫ୍ଲାଟ ନମ୍ବର ୨୦୬୩, ବାଲେଶ୍ବରସ୍ଥିତ ସରକାରୀ ବାସଭବନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍।

Post Views48 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!