ଛାତ୍ର ଙ୍କ ଆକ୍ରମଣରେ ଅଧ୍ୟାପକ ଗୁରୁତର

ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଜଣେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଦିନେଶ କୁମାର ଶାହିସ ଙ୍କ ଆକ୍ରମଣରେ ଅଧ୍ୟାପକ ଅମିତ କୁମାର ବାରିକ ଗୁରୁତର ।

ଛାତ୍ର ଆକ୍ରମଣ ରେ ଅଧ୍ୟାପକ ଗୁରୂତର।ଏଭଳି ଘଟଣା ଘଟିଛି ଝାରସୁଗୁଡା ଏଚ୍ଚ କଣ୍ଟାପାଲି ସ୍ଥିତ pkss ଡିଗ୍ରୀ କଲେଜ ରେ।ଆଜି ସକାଳେ ଶ୍ରେଣୀ କୁ ବିଲମ୍ବରେ ଆସିଥିବାରୁ ଛାତ୍ର ଓ ଅଧ୍ୟାପକ ଙ୍କ ମଧ୍ୟରେ ବଚସା ହୋଇଥିଲା।ଫଳରେ ଛାତ୍ର ଜଣକ ରାଗି ଅଧ୍ୟାପକ କୁ ଆକ୍ରମଣ କରିଥିଲେ ।

ଏଥିରେ ଗୁରୁତର ହୋଇ ତାଙ୍କୁ ଝାରସୁଗୁଡା ଓ ପରେ ବୁର୍ଲା କୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ଛାତ୍ର କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଛାତ୍ର ଜଣ ବ୍ରଜରାଜନଗର OPM ଅଞ୍ଚଳ ଅଟନ୍ତି ଏବଂ ଅଧ୍ୟାପକ ଜଣ ଗୁଡ଼ିପଦର୍ ଅଞ୍ଚଳ ର ବୋଲି ଜଣାପଡ଼ିଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!