ଦୁର୍ଘଟଣାଗ୍ରସ୍ତ ସେନା ହେଲିକପ୍ଟର , ପାଇଲଟ ସମେତ ୪ଜଣ ଯବାନ୍ ସହିଦ

ଅରୁଣାଚଳ ପ୍ରଦେଶର ମଣ୍ଡଲା ପାହାଡ଼ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨ଜଣ ପାଇଲଟଙ୍କ ସମେତ ୫ଜଣ ଯାତ୍ରା କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଯବାନ୍ ସହିଦ ହୋଇଥିବା ଜଣାପଡିଛି । ଏବେ ଅନ୍ୟ ଜଣେ ପାଇଲଟ୍ ନିଖୋଜ ଥିବା ଜଣାପଡିଛି । ପାଇଲଟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!