ଆଫଗାନିସ୍ତାନରେ ୮୭୫,୦୦୦ ଶିଶୁ କୁପୋଷଣର ଶିକାର

ଆପଗାନିସ୍ତାନରେ ଭୟଙ୍କର ସ୍ଥିତି ।ଏଚ୍‌ଆରଡବ୍ଲ୍ୟୁ ଦେଲେ ଭୟଙ୍କର ରିପୋର୍ଟ । ଗାନିସ୍ତାନରେ ମହିଳାମାନଙ୍କୁ ଏନ୍‌ଜିଓରେ କାମ କରିବାରୁ ନିଷିଦ୍ଧ କରାଯିବା ପରଠାରୁ ସଙ୍କଟ ବଢ଼ିଯାଇଛି। ୮୭୫,୦୦୦ ଶିଶୁ ଉତ୍କଟ କୁପୋଷଣର ଶିକାର ହୋଇଛନ୍ତି। ମହିଳା ଏବଂ ଶିଶୁମାନେ ସବୁଠାରୁ ଅଧିକ ବିପଦରେ ରହିଛନ୍ତି।ଫଗାନିସ୍ତାନରେ ଏବେ ଅତି ଜଟିଳ ସ୍ଥିତି ଉପୁଜିଝି। ପୂର୍ବରୁ ବିଶ୍ବ ବ୍ୟାଙ୍କ ଏହାର ରିପୋର୍ଟରେ କହିଥିଲା ଯେ ବିଶ୍ବରେ ଖାଦ୍ୟ ସଙ୍କଟ ସାମ୍ନା କରୁଥିବା ୭ଟି ରାଷ୍ଟ୍ର ମଧ୍ୟରେ ଆଫଗାନିସ୍ତାନ ରହିଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!