ଏକାଠି କାମ କରିବେ ସାହିଦ-ରଶ୍ମିକା

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ସାହିଦ୍ କପୁର ଓ ନ୍ୟାସନ୍ୟାଲ କ୍ରସ୍ ରଶ୍ମିକା ମନ୍ଦାନା । ଅନିସ୍ ବଜମିଙ୍କ ଏକ ଆକ୍ସନ ଫିଲ୍ମରେ ଉଭୟଙ୍କୁ ଦେଖିବାକୁ ପାଇବେ ଦର୍ଶକ । ତେବେ ଏପର୍ଯ୍ୟନ୍ତ ପିଲ୍ମର ନାଁ ଆନାଉନ୍ସ କରାଯାଇନି । ଏହାର ସୁଟିଂ ଆସନ୍ତା ଅଗଷ୍ଟ ୧ରୁ ଆରମ୍ଭ ହେବ । ଏଥିରେ ଜବରଦସ୍ତ ଆକ୍ସନ ସିନ୍ ମଧ୍ୟ ରହିଛି। ସବୁଠୁ ବଡ଼ କଥା ହେଲା, ସାହିଦ୍ ଏହି ଫିଲ୍ମରେ ଡବଲ ରୋଲ୍ରେ ନଜର ଆସିବେ। ଏଥିରେ ସାହିଦ୍ ଓ ରଶ୍ମିକାଙ୍କ ବ୍ୟତୀତ ବଲିଉଡ୍ର ଆଉ କିଛି ନାମିଦାମି କଳାକାର ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!