75 ଟଙ୍କିଆ କଏନ ଶୁଭାରମ୍ଭ

ନୂଆ ସଂସଦ ଭବନ ଉଦଘାଟନୀ ଅବସରରେ ୭୫ ଟଙ୍କିଆ କଏନ ଜାରି । ରୂପା, ତମ୍ବା, ନିକେଲ୍ ଓ ଦସ୍ତା ଧାତୁ ମିଶ୍ରଣରେ ତିଆରି ହୋଇଛି ୭୫ ଟଙ୍କିଆ କଏନ । ଏହି ୭୫ ଟଙ୍କିଆ କଏନର ଓନଜ ୩୫ ଗ୍ରାମ ରହିବ ଏବଂ ଏଥିରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ କପର ଏବଂ ୫-୫ ପ୍ରତିଶତ ନିକେଲ ଏବଂ ଜିଙ୍କ ରହିଛି । ସଂସଦ ଭବନର ଚିତ୍ର ତଳେ ୨୦୨୩ ଓ  ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ପାର୍ଲାମେଣ୍ଟ୍ କମ୍ପ୍ଲେକ୍ସ ଲେଖାଯାଇଛି । ଦେବନାଗରୀ ଲିପିରେ ସତ୍ୟମେବ ଜୟତେ ଲେଖା ହୋଇଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!