ମଙ୍ଗଳରେ ବର୍ଷେ…

ମଙ୍ଗଳ ଗ୍ରହରେ ଗୋଟିଏ ବର୍ଷ ବିତାଇବେ କାନାଡ଼ାର ମହିଳା ଜୀବବିଜ୍ଞାନୀ କେଲି ହଷ୍ଟନ୍। ଜୁନ୍ ଶେଷ ଭାଗରେ କେଲିଙ୍କ ସହ ୪ ଜଣ ସ୍ବେଚ୍ଛାସେବୀ ସେଠାରେ ପ୍ରବେଶ କରିବେ।କୃତ୍ରିମ ମଙ୍ଗଳ ବାସସ୍ଥଳୀରେ ସେମାନଙ୍କୁ ଉପକରଣ ବିଫଳତା ଓ ସୀମିତ ଜଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନାସା ସତର୍କ କରିଦେଇଛି। ବାହାର ଦୁନିଆ ସହ ସେମାନଙ୍କ ଯୋଗାଯୋଗ ପାଇଁ ଓ୍ବାନ୍ ଓ୍ବେରେ ୨୦ ମିନିଟ୍ ଓ ଟୁ ଓ୍ବେରେ ୪୦ ମିନିଟ ବିଳମ୍ବ ହେବ। ଏଥିପାଇଁ ସେ ବହୁତ ଉତ୍ସାହୀ ଥିବାବେଳେ ମଙ୍ଗଳରେ କ’ଣ ସବୁ ଚ୍ୟାଲେଞ୍ଜ ରହିଛି, ସେ ତାହା ଅନୁଭବ କରିବାକୁ ଚାହାନ୍ତି ବୋଲି କେଲି କହିଛନ୍ତି।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!