ଦୀର୍ଘ ଦିନର ଚର୍ଚ୍ଚା ହେଲା ସତ । ବିବାହ ବନ୍ଧନରେ ବାନ୍ଧିହେଲେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ଓ ବିଜେଡି ନେତା ପିନାକୀ ମିଶ୍ର। ଉଭୟ ଜର୍ମାନୀରେ ବିବାହ କରିଥିବା ସୂଚନା ମିଳୁଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ ଓ ଅଳ୍ପ ଲୋକଙ୍କ ଉପସ୍ଥିତିରେ ହୋଇଥିଲା । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ “ଅପରେସନ୍ ସିନ୍ଦୂର” ବୋଲି କିଛି ଅନୁଗାମୀ ବ୍ୟଙ୍ଗାତ୍ମକ ଶବ୍ଦ ବ୍ୟବହାର କରି ଆଲୋଚନା କରୁଛନ୍ତି ।
Related Posts
ଅଡ଼ୁଆରେ ବିରାଟ ବାହିନୀ, RCB ଓ କ୍ରିକେଟ ଆସୋସିଏସନ ନାଁରେ କେସ୍ ରୁଜୁ
ବାଙ୍ଗାଲୁରୁ ଦଳାଚକଟା ଘଟଣାରେ ପୋଲିସ ନିଜ ଆଡୁ ଏକ କେସ୍ ରୁଜୁ କରିଛି । ଏହି କେଶରେ ରୟାଲ ଚାଲେଞ୍ଜର୍ସ…
ଏଥର ବାଇଜୁ ବଦଳରେ ରହିବ ଡ୍ରିମ-୧୧ଲୋଗୋ
BCCI ANNOUNCES NEW LEAD SPONSOR BCCI କଲା ବଡ଼ ଘୋଷଣା । ଏଥର ବଦଳିଯିବ ଟିମ୍ ଇଣ୍ଡିଆର ଜର୍ସି…
ଗମ୍ଭୀର ସହଯୋଗୀଙ୍କ କଟିଲା ପତ୍ତା
କଠୋର ହୋଇଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ବା BCCI । ଟିମ୍ ଇଣ୍ଡିଆ ସହ ଜଡିତ ଏକ କଠୋର…

