ପ୍ରକାଶ ପାଇଲା ଚଳିତ ବର୍ଷର OTET ରେଜଲ୍ଟ । ବୋର୍ଡ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ । ବୋର୍ଡ ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ.ବିଏସ୍‌ଇଓଡ଼ିଶା.ଏସି.ଇନ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଛି । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମାନେ ସେମାନଙ୍କ ଡିଜିଟାଲ୍ ସାର୍ଟିଫିକେଟ୍ ଏହି ଓ୍ବେବସାଇଟ୍‌ରୁ ଡାଉନଲୋଡ୍ କରିପାରିବେ । ସେହିଭଳି କୃତକାର୍ଯ୍ୟ ହୋଇନଥିବା ପରୀକ୍ଷାର୍ଥୀ ସେମାନଙ୍କର ସ୍କାନ୍ ହୋଇଥିବା ଓଏମ୍‌ଆର୍ ଉତ୍ତର ଖାତା ଏହି ଓ୍ବେବସାଇଟ୍‌ରୁ ଡାଉନଲୋଡ୍ କରିପାରିବେ । ଯାହା ଆସନ୍ତା ୨୯ ତାରିଖ ଯାଏଁ ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ ।ଡିଜିଟାଲାଇଜ୍ଡ ସାର୍ଟିଫିକେଟ୍ ଏବଂ ସ୍କାନ୍ ଓଏମ୍‌ଆର୍ ଉତ୍ତର ଖାତା ଏହି ଓ୍ବେବସାଇଟ୍‌ରେ ଉପଲବ୍ଡ ହେବ ।

Post Views24 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!