Highlightsରାଜ୍ୟ ରାସନ୍ କାର୍ଡରୁ ବାଦ୍ ପଡ଼ିପାରନ୍ତି ! adminJune 5, 2025 ଆପଣ ବି ବାଦ୍ ପଡିପାରନ୍ତି। ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ବାଦ୍ ପଡ଼ିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ଜୁନରେ ସରିବ ଇ-କେୱାଇସି ପ୍ରକ୍ରିୟା । ୨୫ ପ୍ରତିଶତ ହିତାଧିକାରୀ ଇ-କେୱାଇସି କରିଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ୯୫ ପ୍ରତିଶତ ହିତାଧିକାରୀ ଇ- କେୱାଇସି କରିଛନ୍ତି । ଜୁନରେ ପ୍ରକ୍ରିୟା ସରିଲେ ଯେଉଁମାନେ କରିନାହାନ୍ତି ସେମାନଙ୍କୁ ବାଦ୍ ଦିଆଯିବ । ୬ ଲକ୍ଷ ରାସନ କାର୍ଡ ଏବେ ଦିଆଚାଲିଛି ଆଉ ୧୫ ଲକ୍ଷ କାର୍ଡ ପାଇଁ ମଞ୍ଜୁରି ସରିଛି। 49 Total Count
କାର୍ଯ୍ୟରେ ଯୋଗ ଦେଲେ ବରିଷ୍ଠ ଆଇଏଏସ ସୁଜାତା କାର୍ତ୍ତିକେୟନ ଭି.କେ. ପାଣ୍ଡିଆନଙ୍କ ପତ୍ନୀ ତଥା ବରିଷ୍ଠ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ତାଙ୍କୁ ରାଜ୍ୟ ସରକାର… November 27, 2024
୧୭ରୁ ରତ୍ନଭଣ୍ଡାର ମରାମତି, ଛତିଶା ନିଯୋଗ ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା… December 10, 2024
ତଡ଼ାଖିଆ ଉପାଖ୍ୟାନ ପରେ ତେଜିଲା ବୟାନବାଜି ଜୟନାରାୟଣ ମିଶ୍ରଙ୍କ ତଡ଼ାଖିଆ ଉପାଖ୍ୟାନ ପରେ ବଢିଲା ବୟାନବାଜି । ଏହି ମୌକାରେ ବିଜେଡି କହିଛି, କେଉଁଠି ଗୋଷ୍ଠୀ କନ୍ଦଳ… December 2, 2024