ଦୂରଦର୍ଶନର ନ୍ୟୁଜ ଆଙ୍କର ଗୀତାଞ୍ଜଳି ଆୟରଙ୍କ ଦେହାନ୍ତ। ଓ୍ବାକ୍ ସାରି ଘରକୁ ଫେରିବା ପରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ୧୯୭୧ ମସିହାରୁ ଦୂରଦର୍ଶନରେ କାମ ଆରମ୍ଭ କରିଥିଲେ ଗୀତାଞ୍ଜଳି ଆୟର । ସେ ୪ଥର ସର୍ବଶ୍ରେଷ୍ଠ ନ୍ୟୁଜ ଆଙ୍କର ପୁରସ୍କାର ପାଇଥିଲେ । ଦୂରଦର୍ଶନରେ ସେ ଇଂରାଜୀ ଭାଷାର ନ୍ୟୁଜ ଆଙ୍କର ଭାବେ କାମ କରିଥିଲେ ।
Related Posts
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଦେଲେ ଇସ୍ତଫା
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ହୋଟେଲରେ ଅଗ୍ନିକାଣ୍ଡ,ବିଲ୍ଡିଂର ତିନି ମହଲା ପୋଡ଼ି ନଷ୍ଟ
ଉତ୍ତରପ୍ରଦେଶ ପ୍ରୟାଗରାଜର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ବିଲ୍ଡିଂର ତିନି ମହଲା ପୋଡ଼ି ନଷ୍ଟ…
ମହାକୁମ୍ଭରେ ଦଳାଚକଟା ପରେ ପରବର୍ତ୍ତନ ହେଲା ନିୟମ
ପ୍ରୟାଗରାଜ ମହାକୁମ୍ଭରେ ମୌନୀ ଅମାବାସ୍ୟା ସ୍ନାନ ପୂର୍ବରୁ ସଙ୍ଗମ କୂଳରେ ଦଳାଚକଟାରେ କେତେଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପରେ, ପ୍ରଶାସନ କଠୋର…

