ଉଗାଣ୍ଡାରେ ସବୁଠାରୁ ବଡ଼ ଗଣହତ୍ୟା

ଉଗାଣ୍ଡାରେ ସବୁଠାରୁ ବଡ଼ ଗଣହତ୍ୟା । ୪୧ ଜଣଙ୍କୁ ହତ୍ୟା କରିଛନ୍ତି ଆଲାଏଡ ଡେମୋକ୍ରାଟିକ ଫୋର୍ସ । ମୃତକଙ୍କ ମଧ୍ୟରେ ୩୮ଜଣ ସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି । ଉଗାଣ୍ଡାର ସୀମାନ୍ତ ମୋନ୍ଦଓ୍ବେ ଅନ୍ତର୍ଗତ ଲୁବିରିହା ସେକେଣ୍ଡାରୀ ସ୍କୁଲରେ ଘଟିଛି ଏହି ନରସଂହାର । ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଜଗୁଆଳୀ ଓ ଦୁଇ ଜଣ ସାଧାରଣ ଲୋକ । ଆଲାଏଡ ଡେମୋକ୍ରାଟିକ ଫୋର୍ସ ସହ ଇସଲାମିକ ଷ୍ଟେଟ ଗ୍ରୁପର ସମ୍ପର୍କ ରହିଛି । ଏଡିଏଫର ଆକ୍ରମଣକୁ ପ୍ରତିହତ କରିବା ଲାଗି ଉଗାଣ୍ଡା ଓ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ପରୁ ମିଳିତ ସମରାଭ୍ୟାସ କରିବାର କିଛି ଦିନ ପରେ ଗଣହତ୍ୟା ଘଟିଛି ।

Post Views47 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!