ଆଦିପୁରୁଷକୁ ନେଇ ବଢୁଛି ବିବାଦ

ଆଦିପୁରୁଷକୁ ନେଇ ଘନଉଛି ବିବାଦ । ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କଲା ରୁଜୁ କରିଛି ହିନ୍ଦୁ ସେନା । ଭଗବାନ ଶ୍ରରାମ ଓ ଦେଶର ସଂସ୍କୃତିକୁ ପରିହାସ କରାଯାଇଥିବା ଅଭିଯୋଗ ହୋଇଛି । ଭଗବାନ ରାମ ଏବଂ ଆମ ସଂସ୍କୃତିକୁ ଏଥିରେ ଉପହାସ କରାଯାଇଥିବାରୁ ହିନ୍ଦୁମାନଙ୍କ ଭାବାବେଗକୁ ଏହା ଆଘାତ କରିଛି । ରାବଣ ଜଣେ ହିନ୍ଦୁ ବ୍ରାହ୍ମଣ ଥିଲେ ଏବଂ ତାଙ୍କୁ ଭୁଲ୍ ଭାବରେ ଚିତ୍ରଣ କରାଯାଇଛି ।ସିନେମାରେ ‌ଚରିତ୍ରଗୁଡ଼ିକୁ ଯେଭଳି ପ୍ରଦର୍ଶିତ କରାଯାଇଛି ତାହା ରାମାୟଣରେ ବର୍ଣ୍ଣିତ ଚରିତ୍ରର ବିରୋଧାଭାଷ କରୁଥିବା ସାଧାରଣ ଦର୍ଶକମାନେ ଅଭିଯୋଗ କରୁଥିବା ଦେଖାଯାଉଛି ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!