ବିରୁଷ୍କାଙ୍କ ‘ଫ୍ଲାଇଂ କିସ୍‌’

ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଇଣ୍ଡିଆ-ନ୍ୟୁଜିଲାଣ୍ଡ ବିଶ୍ବକ୍ପ୍‌ର ସେମିଫାଇନାଲ ମ୍ୟାଚ୍‌ରେ ପୁଣି ଥରେ କମାଲ ଦେଖାଇଛନ୍ତି କୋହଲି ।ତେବେ ମ୍ୟାଚରେ ଏକ ପ୍ରେମଭରା ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମ୍ୟାଚ୍‌ ଦେଖିବାକୁ ଆସିଥିଲେ ଅନୁଷ୍କା ଶର୍ମା  । ପଡିଆରେ ବିରାଟ କୋହଲିଙ୍କ ର ୫୦ତମ ଏକଦିବସୀୟ ଶତକ ହାସଲ କରିବା ପରେ ଅନୁଷ୍କା ବିରାଟଙ୍କୁ ଫ୍ଲାଇଂ କିସ୍ ଦେଉଥିବାର ଦେଖିବାକୁ ମିଳିଛି । । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

 

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!